ଅଦ୍ୟତନ ହୋଇଛି
Poster War
Advertisment
ବିଜେପି ଓ କଂଗ୍ରେସର ପୋଷ୍ଟର ୱାର୍ । କଂଗ୍ରେସ୍ ଛାପିଲା, ବିଜେପି ଧୋଇଦେଲା । କଂଗ୍ରେସ ପାକିସ୍ତାନ ଶବ୍ଦ କହୁଛି କହି କଡ଼ା ଜବାବ ଦେଲା ବିଜେପି । ସମ୍ୱେଦନଶୀଳ ଘଟଣାରେ ବି ହୀନ ରାଜନୀତି ଛାଡୁନି କଂଗ୍ରେସ । ସର୍ବଦଳୀୟ ବୈଠକରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଅନୁପସ୍ଥିତିକୁ ନେଇ ପରୋକ୍ଷରେ କରିଛି ନିଶାନା। ସୋସିଶାଲ ମିଡିଆରେ କଂଗ୍ରେସର 'ଗାଏବ ପୋଷ୍ଟ'କୁ ନେଇ ଘନଉଛି ବିବାଦ । ବିଜେପି ବି ରଖିଛି କଡ଼ା ଜବାବ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us