Advertisment

କଂଗ୍ରେସର ଧମକ, ପାନେ ପାଇବେ ରଶ୍ମୀକା

କଂଗ୍ରେସ ନେତା ଶମା ମହମ୍ମଦଙ୍କ ରୋହିତ ଶର୍ମାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ମାମଲା ଥଣ୍ଡା ନପଡୁଣୁ ଆଉ ଜଣେ କଂଗ୍ରେସ ବିଧାୟକ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଉପରେ ଟିପ୍ପଣୀ କରି ଫସିଛନ୍ତି।

Advertisment

ରୋହିତଙ୍କ ପରେ ଏବେ ରଶ୍ମୀକାଙ୍କ ପାଳି। କଂଗ୍ରେସ୍‌ ଟାର୍ଗେଟ୍‌ରେ ଶ୍ରୀବଲ୍ଲି। ରଶ୍ମୀକାଙ୍କୁ ସବକ୍‌ ଶିଖାଇବ କହିଲା କଂଗ୍ରେସ। ଅଭିନେତ୍ରୀଙ୍କୁ ଦେଲା ଖୋଲାଖୋଲି ଧମକ। କଂଗ୍ରେସ ନେତା ଶମା ମହମ୍ମଦଙ୍କ ରୋହିତ ଶର୍ମାଙ୍କ ଉପରେ ଆପତ୍ତିଜନକ ମନ୍ତବ୍ୟ ମାମଲା ଥଣ୍ଡା ନପଡୁଣୁ ଆଉ ଜଣେ କଂଗ୍ରେସ ବିଧାୟକ ଅଭିନେତ୍ରୀ ରଶ୍ମିକା ମନ୍ଦନାଙ୍କ ଉପରେ ଟିପ୍ପଣୀ କରି ଫସିଛନ୍ତି। କନ୍ନଡ ଭାଷାକୁ ରଶ୍ମୀକା ଅପମାନ କରିଥିବା ଅଭିଯୋଗ ଆଣିଛନ୍ତି କଂଗ୍ରେସ ବିଧାୟକ ରବି କୁମାର ଗଣିନା। ଏହାକୁ ନେଇ ସୋସିଆଲ ମିଡିଆରେ ନିଆଁ ଲାଗିଛି।

Advertisment
Congress Rashmika Mandanna Rohit Sharma
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ