Advertisment

Congress Seeks Support: ଅକଳରେ ନବୀନ, ବିଜେଡିର ସହଯୋଗ ଲୋଡ଼ିଛି କଂଗ୍ରେସ

ସରକାରଙ୍କ ବିରୋଧରେ କଂଗ୍ରେସ ଆଣିଲା ଅନାସ୍ଥା ପ୍ରସ୍ତାବ । କଂଗ୍ରେସ ବିଧାୟକ ଦଳ ନେତା ବାଚସ୍ପତିଙ୍କୁ ଏନେଇ ଚିଠି ପ୍ରଦାନ କରିଛନ୍ତି । ସିପିଏମ୍ ବିଧାୟକ ଲକ୍ଷ୍ମଣ ମୁଣ୍ଡାଙ୍କ ସମର୍ଥନ ଥିବା ସୂଚନା ମିଳିଛି । ବିଧାନସଭା ସଚିବଙ୍କ ଜରିଆରେ କଂଗ୍ରେସ ଅନାସ୍ଥା ଆଣିଛି । ଏଥିପାଇଁ ବିଜେଡିର ସହଯୋଗ ଲୋଡ଼ିଛି କଂଗ୍ରେସ । ନବୀନଙ୍କ ବିଧାନସଭା ଚାମ୍ବରରେ କଂଗ୍ରେସ ବିଧାୟକଙ୍କୁ ଦେଖିବାକୁ ମିଳିଛି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ