Advertisment

ନରସିଂହଙ୍କ ଧମକ ! ନୂଆଁଖାଇ ବେଳେ ବାଚସ୍ପତି ନିର୍ବାଚନ, ଭାଗ ନେବନି କଂଗ୍ରେସ...

ପଶ୍ଚିମ ଓଡ଼ିଶା ପ୍ରତି ସରକାର କେବେ ବି ବୈମାତୃକ ମନୋଭାବ କରି ନାହାନ୍ତି ବୋଲି କହିଛନ୍ତି ଢ଼ୋଲକିଆ ।

Advertisment

ବିଧାନସଭା ବାଚସ୍ପତି ନିର୍ବାଚନରେ ଅଂଶଗ୍ରହଣ କରିବ ନାହିଁ କଂଗ୍ରେସ । ଏମିତି କହିଛନ୍ତି କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର । କାରଣ ପଶ୍ଚିମ ଓଡ଼ିଶାର ସବୁଠୁ ବଡ଼ ପର୍ବ ନୂଆଖାଇ ୨ ଦିନ ଧରି ପାଳିତ ହୁଏ । ଦୁର୍ଭାଗ୍ୟର କଥା ମୁଖ୍ୟମନ୍ତ୍ରୀ ୨୧ରେ ବିଧାନସଭା ଡାକିଛନ୍ତି । ପ୍ରତିବାଦ ସତ୍ତ୍ୱେ କର୍ଣ୍ଣପାତ କରୁନାହାନ୍ତି, ଏହା ପଶ୍ଚିମ ଓଡ଼ିଶା ପ୍ରତି ଉପହାସ ।

Advertisment
Narasingha Mishra Congress Leader
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ