PCC Chief Bhakta Das
Advertisment
ଓଡ଼ିଶାରେ ମୁଣ୍ଡ ଟେକିବ କଂଗ୍ରେସ । ଆସନ୍ତା ୨୭ ହେବ ବିପ୍ଲବ । ବିଜେପିକୁ ଭକ୍ତ କଲେ ପ୍ରଶ୍ନ । ବିଜେଡିକୁ ଜବାବ ମାଗିଲା କଂଗ୍ରେସ । କଂଗ୍ରେସ ବିଧାୟକଙ୍କୁ ନିଲମ୍ବନ ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ଭକ୍ତ ଦାସ । ବିଧାନସଭା ଅଚଳ ହେବା ବାବଦରେ ମତ ରଖି କହିଛନ୍ତି, ସରକାର ଆଲୋଚନା ପାଇଁ ଡାକିଲେ, କଥାବାର୍ତ୍ତା କଲେ ମାତ୍ର ସମାଧାନ କଲେନି । ହାଉସ୍ କମିଟି ଗଠନ କରିଥିଲେ କ'ଣ ଅସୁବିଧା ହୋଇଥାନ୍ତା ବୋଲି ସେ ପ୍ରଶ୍ନ କରିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us