Odisha Darshan for college students
Advertisment
NSS ସେଲ୍ର ଛାତ୍ରଛାତ୍ରୀଙ୍କୁ ଉଚ୍ଚଶିକ୍ଷା ବିଭାଗ ବୁଲାଇବ ସାରା ଓଡ଼ିଶା। ଭିନ୍ନ ପ୍ରାନ୍ତର ଦର୍ଶନୀୟ ସ୍ଥାନ ସହ ବିଶ୍ୱବିଦ୍ୟାଳୟ ବୁଲିବେ। ନୂଆ ଏକ୍ସପୋଜର ପାଇଁ ବିଭାଗର ଏହି ନିଷ୍ପତ୍ତି। ତେବେ ବିରୋଧୀ କିନ୍ତୁ ଏହାକୁ ଭୋଟ୍ ପଲିଟିକ୍ସର ରୂପ ଦେଇଛନ୍ତି। ନୂଆ ଭୋଟର ବିଜେଡିରୁ ମୁହଁ ଫେରାଉଥିବାରୁ ଦଳ କଳେ ବଳେ ସେମାନଙ୍କୁ ନିଜ ଆଡ଼କୁ ଆଣିବାକୁ ଚେଷ୍ଟା କରୁଥିବା ଅଭିଯୋଗ କରିଛନ୍ତି ବିଜେପି ଓ କଂଗ୍ରେସ। ବିଜେଡି କହିଛି, ବିରୋଧୀଙ୍କ ଅଭିଯୋଗ ଭିତ୍ତିହୀନ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us