Advertisment

୨୪ ନିର୍ବାଚନ ପୂର୍ବରୁ ତେଜିଲା ଚିଟ୍‌ଫଣ୍ଡ ରାଜନୀତି

ଯାହାକୁ ନେଇ ଅଡୁଆରେ ରାଜ୍ୟ ସରକାର।

Advertisment

ତାତିଲେଣି କ୍ଷତିଗ୍ରସ୍ତ, ପ୍ରମୁଖ ମୁଦ୍ଦା କରିବାକୁ ପ୍ରସ୍ତୁତ ବିରୋଧୀ । ଖାଲି ପ୍ରସଙ୍ଗ ନୁହେଁ କ୍ଷମତାକୁ ଆସିଲେ ୨୪ ଘଣ୍ଟା ଭିତରେ ଟଙ୍କା ଫେରାଇବାକୁ ବି ବିଜେପିର ପ୍ରତିଶ୍ରୁତି। ବିରୋଧୀଙ୍କ ଟାର୍ଗେଟରେ ରାଜ୍ୟର ପ୍ରାୟ ୭୦ ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତ । ଯାହାକୁ ନେଇ ଅଡୁଆରେ ରାଜ୍ୟ ସରକାର।

Advertisment
Chitfund Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ