Advertisment

ବିଧାନସଭାରେ ଯୋଡ଼ିହେଲା କଳଙ୍କିତ ଅଧ୍ୟାୟ

ପ୍ରଥମେ ଉଚ୍ଚବାଚ୍ଚ, ତାପରେ ଧସ୍ତାଧସ୍ତି, ଶେଷରେ ହାତାହାତି । ବିଧାନସଭା ଦେଖିଲା ବିଶୃଙ୍ଖଳାର ଚରମ ଚିତ୍ର । ରାଜ୍ୟ ଦେଖିଲା ଗଣତନ୍ତ୍ରର ମନ୍ଦିରରେ ଆମ ବିଧାୟକଙ୍କ କାଣ୍ଡ କାରନାମା ।

Advertisment

ପ୍ରଥମେ ଉଚ୍ଚବାଚ୍ଚ, ତାପରେ ଧସ୍ତାଧସ୍ତି, ଶେଷରେ ହାତାହାତି । ବିଧାନସଭା ଦେଖିଲା ବିଶୃଙ୍ଖଳାର ଚରମ ଚିତ୍ର । ରାଜ୍ୟ ଦେଖିଲା ଗଣତନ୍ତ୍ରର ମନ୍ଦିରରେ ଆମ ବିଧାୟକଙ୍କ କାଣ୍ଡ କାରନାମା । ଦିନ ତମାମ୍ ଚାଲିଲା ହାଇଡ୍ରାମା । ଦୃଶ୍ୟ ଯାହା ବୟାନ କରୁଥିଲା, ଲାଗୁଥିଲା ପ୍ରଶ୍ନକାଳ ଆରମ୍ଭ ଆଗରୁ ଶାସକ-ବିରୋଧୀ ଯେମିତି ପୂରା ତୟାର ଥିଲେ ଯେକୌଣସି ସ୍ଥିତି ପାଇଁ । ଯେମିତି ହେଉ ଗୃହ ଚଳାଇବାକୁ ଚାହୁଁଥିଲା ଶାସକ ଦଳ, ଯାହା ବି ହେଇଯାଉ ଗୃହ ବନ୍ଦ ପାଇଁ ଯେମିତି ପଣ କରିଥିଲେ ବିରୋଧୀ ।

Advertisment
BJD Congress Odisha Assembly
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ