ସର୍ବସମ୍ମୁଖରେ ସରକାରୀ ଅଧିକାରୀଙ୍କ ଉପରକୁ ଫାଇଲ୍ ଫୋପାଡ଼ୁଛନ୍ତି ଜଣେ ଜନ ପ୍ରତିନିଧି । ବ୍ୟାସନଗର ପୌର ନିର୍ବାହୀ ଅଧିକାରୀ ଅଶୋକ କୁମାର ରାଉତଙ୍କ ଉପରକୁ ଫାଇଲ୍ ଫୋପାଡ଼ୁଛନ୍ତି ବ୍ୟାସନଗରର ବିଜେଡି ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ। ବ୍ୟାସନଗର ୮ ନମ୍ବର ଓ୍ୱାର୍ଡରେ ରହୁଥିବା ଜଣେ ବ୍ୟକ୍ତିଙ୍କ ନିଜସ୍ୱ ଜାଗାରେ ମୋବାଇଲ୍ ଟାଓ୍ୱାର୍ ବସାଇବା ପାଇଁ ଏନ୍ଓସି ଦେବାକୁ ନେଇ, ଉତକ୍ଷିପ୍ତ ପୌରାଧ୍ୟକ୍ଷା ।