Advertisment

କଂଗ୍ରେସ ବିଧାୟକ ମୋକିମ ଝାଡ଼ିଲେ ଅସନ୍ତୋଷ

ସୋ-କଜ୍ ରିପ୍ଲାଇ ନମିଳିବା ଯାଏ କଂଗ୍ରେସ ଭବନ କିମ୍ବା କୌଣସି କାର୍ଯ୍ୟକ୍ରମକୁ ଯିବିନି, କେବଳ କଟକରେ ସୀମିତ ରହିବି କହିଲେ ମୋକିମ ।

Advertisment

ମହମ୍ମଦ ମୋକିମ କହିଲେ ସୋ-କଜ୍ ରିପ୍ଲାଇ ନମିଳିବା ଯାଏ କଂଗ୍ରେସ ଭବନ ଯିବିନି । କୌଣସି କାର୍ଯ୍ୟକ୍ରମକୁ ବି ଯିବିନି । କେବଳ କଟକରେ ସୀମିତ ରହିବି କହିଲେ ମୋକିମ । ସାଙ୍ଗଠନିକ ବିସ୍ତାରରେ ବରିଷ୍ଠଙ୍କୁ ଅଣଦେଖା ଓ ଯୁବକଙ୍କୁ ଅଗ୍ରାଧିକାର ମିଳୁନି । କଂଗ୍ରେସରେ କିଛି ନେତାଙ୍କ ମନ ଉଣା ରହୁଛି, ଅନେକ ଯୁବକ ଦଳ ଛାଡୁଛନ୍ତି କହିଲେ ମୋକିମ ।

Advertisment
Odisha Congress Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ