Advertisment

ନିର୍ବାଚନକୁ ଆଖି ଆଗରେ ରଖି ଲଢେଇ ପାଇଁ BJD-BJP-କଂଗ୍ରେସର ଜୋରଦାର କସରତ

ଏଥିସହ ଫାଇଭ ଟି ସଚିବଙ୍କ ଗସ୍ତ, ରତ୍ନଭଣ୍ଡାର ସୁରକ୍ଷାରେ ବିଫଳ, ବିଜୁଳି ଦୁର୍ନୀତି, ସହରୀ ଜଳ ନିଷ୍କାସନରେ ବିଫଳତା, ନବ ଦାସ ହତ୍ୟା, ଧାନ କିଣାରେ ଅବ୍ୟବସ୍ଥା ଭଳି ୧୦୮ ପ୍ରସଙ୍ଗକୁ ନେଇ ସରକାର ବିରୋଧରେ ଚାର୍ଜସିଟ୍ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି ବିଜେପି।

Advertisment

ସାଧାରଣ ନିର୍ବାଚନକୁ ଆଖି ଆଗରେ ରଖି ସରକାର ବିରୋଧରେ ଲଢେଇ ପାଇଁ ବିଜେପି, କଂଗ୍ରେସର ଜୋରଦାର କସରତ । ରାଜ୍ୟରେ ୫୦ ପ୍ରତିଶତ ପିସି ସରକାରର ଅଭିଯୋଗ ଆଣି ପଂଚାୟତରୁ ରାଜ୍ୟସ୍ତର ଯାଏଁ ଦୁର୍ନୀତି, ଭ୍ରଷ୍ଟାଚାର ବିରୋଧରେ ଲଢିବାକୁ ପଣ କରିଛି ବିଜେପି। ଏଥିସହ ଫାଇଭ ଟି ସଚିବଙ୍କ ଗସ୍ତ, ରତ୍ନଭଣ୍ଡାର ସୁରକ୍ଷାରେ ବିଫଳ, ବିଜୁଳି ଦୁର୍ନୀତି, ସହରୀ ଜଳ ନିଷ୍କାସନରେ ବିଫଳତା, ନବ ଦାସ ହତ୍ୟା, ଧାନ କିଣାରେ ଅବ୍ୟବସ୍ଥା ଭଳି ୧୦୮ ପ୍ରସଙ୍ଗକୁ ନେଇ ସରକାର ବିରୋଧରେ ଚାର୍ଜସିଟ୍ ପ୍ରସ୍ତୁତ କରିବାକୁ ନିଷ୍ପତ୍ତି ନେଇଛି ବିଜେପି।

Advertisment
BJD Odisha BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ