Advertisment

'ନବୀନଙ୍କୁ ପାଗଳ କରି ରଖାଯାଇଥିଲା'

କେତେବେଳେ ଫ୍ଲାଇଂ କିସ୍ ଦେଉଥିଲେ ତ କେତେବେଳେ ଆଖି ମାରୁଥିଲେ ନବୀନ। ପାଣ୍ଡିଆନ କେତେବେଳ ତାଙ୍କ ହାତ ମାଡି ବାସୁଥିଲେ, ଗୋଇଠା ମାରୁଥିଲେ। କିନ୍ତୁ ଏବେ ନବୀନ ସୁନ୍ଦର ଭାବେ ସମସ୍ତଙ୍କ ସହ ମିଶୁ ଛନ୍ତି, ସୁନ୍ଦର ଭାବେ କଥା ହେଉଛନ୍ତି।

Advertisment

ବିଜେପି ବିଧାୟକ ପଦ୍ମଲୋଚନ ପଣ୍ଡାଙ୍କ ସାଙ୍ଘାତିକ ବୟାନ। ପଦ୍ମଲୋଚନ କହିଛନ୍ତି ନବୀନ ବାବୁଙ୍କୁ ପାଗଳ କରି ରଖା ଯାଇଥିଲା। କିଛି ବୁଝି ପାରୁ ନଥିଲେ, କିଛି ଜାଣି ପାରୁନଥିଲେ। କେତେବେଳେ ଫ୍ଲାଇଂ କିସ୍ ଦେଉଥିଲେ ତ କେତେବେଳେ ଆଖି ମାରୁଥିଲେ ନବୀନ। ପାଣ୍ଡିଆନ କେତେବେଳ ତାଙ୍କ ହାତ ମାଡି ବାସୁଥିଲେ, ଗୋଇଠା ମାରୁଥିଲେ। କିନ୍ତୁ ଏବେ ନବୀନ ସୁନ୍ଦର ଭାବେ ସମସ୍ତଙ୍କ ସହ ମିଶୁ ଛନ୍ତି, ସୁନ୍ଦର ଭାବେ କଥା ହେଉଛନ୍ତି। ଭାଗ୍ୟ ଭଲ ନବୀନ ମୁଖ୍ୟମନ୍ତ୍ରୀ ହେଲେ ନାହିଁ । ନହେଲେ ଭଲରେ ନଥାନ୍ତେ ବୋଲି ପଦ୍ମଲୋଚନ କହିବା ସହ ପାଣ୍ଡିଆନ ଚାହୁଁ ନଥିଲେ ନବୀନ ମୁଖ୍ୟମନ୍ତ୍ରୀ ହୁଅନ୍ତୁ ବୋଲି ସେ କହିଛନ୍ତି ।

Advertisment
Naveen Patnaik VK Pandian
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ