Advertisment

ବିଜେପିର 'ଝାଡ଼ଖଣ୍ଡ' ସମରସଜ୍ଜାରେ ଓଡ଼ିଆ ଯୋଦ୍ଧାଙ୍କୁ ଗୁରୁଦାୟିତ୍ବ

ଓଡ଼ିଶାରେ ବାଜିମାତ୍ ପରେ, ପଡ଼ୋଶୀ ଝାଡ଼ଖଣ୍ଡ ଉପରେ ବିଜେପିର ନଜର। ସେଠାରେ ବହୁ ସଂଖ୍ୟକ ଓଡ଼ିଆ ଭୋଟର ଥିବାରୁ, ବିଜେପିର ଝାଡ଼ଖଣ୍ଡ ଷ୍ଟ୍ରାଟେଜିରେ ଓଡ଼ିଶା ନେତାଙ୍କର ରହିପାରେ ଗୁରୁତ୍ବପୂର୍ଣ୍ଣ ଭୂମିକା।

Advertisment

ଆସନ୍ତା ନଭେମ୍ବର ଆଡ଼କୁ ହୋଇପାରେ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ । ଓଡ଼ିଶାରେ ୨୪ ବର୍ଷର ବିଜେଡି ଦୁର୍ଗ ଭୁଶୁଡ଼ାଇ ଉତ୍ସାହିତ ଥିବା ରାଜ୍ୟ ବିଜେପିର ଛାମୁଆ ନେତା, ପଡ଼ୋଶୀ ଝାଡ଼ଖଣ୍ଡରେ ବି ପଦ୍ମ ଫୁଟାଇବାକୁ ଆରମ୍ଭ କଲେଣି କସରତ । ସେଠାରେ ଥିବା ଓଡ଼ିଆ ଭୋଟରଙ୍କୁ ପରିବର୍ତ୍ତନର ବାର୍ତ୍ତା ଦେବାକୁ, ନିଜେ ପ୍ରଚାର ମୈଦାନକୁ ଓହ୍ଲାଇବେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

Advertisment
BJP Jharkhand Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ