Astrospeak
  • Live TV
  • Read In English

ବିଧାନସଭାରେ ଶକ୍ତିଶାଳୀ ହେଉଛି କଂଗ୍ରେସ, ଦିଶାହୀନ ବିଜେଡି । ବିଜେଡି ମୁଖ୍ୟ ବିରୋଧୀ ଦଳ ହେଲେ ବି ଯେମିତି, କଂଗ୍ରେସ ଏହି ଭୂମିକା ନିଭାଉଛି । ବିଶେଷ କରି ଏଇ ବିଧାନସଭା ଅଧିବେଶନରେ ଆଗ୍ରେସିଭ୍ ମୁଡରେ ଅଛନ୍ତି କଂଗ୍ରେସ ବିଧାୟକ । ଆଉ, କୌଣସି ଗୁରୁତ୍ବପୂର୍ଣ୍ଣ ସମସ୍ୟାକୁ ଫୋକସ୍ ନକରି ନେତା ନବୀନଙ୍କ ଅନୁପସ୍ଥିତିରେ ଦିଗହରା ହୋଇଛି ବିଜୁ ଜନତା ଦଳ। ବିଜେପି କହିଛି, କଂଗ୍ରେସର B-ଟିମ୍ ହୋଇ କାମ କରୁଛି ବିଜେଡି ।