ଭବିଷ୍ୟତକୁ ଆଖିରେ ରଖି ହେଲା କି କାର୍ଯ୍ୟାଳୟ, ଦେବୀ କହିଲେ- ଅନନ୍ତ କାଳ ଯାଏଁ ରହିବ ଦଳ।କର୍ପୋରେଟ ଟଙ୍କାରେ ନୂଆ ଅଫିସ୍ କହି ବିରୋଧୀଙ୍କ କଡ଼ା ସମାଲୋଚନା।