ଅଦ୍ୟତନ ହୋଇଛି
Special Story: BJD MPs Support Panidan, Say Party President Knows Everything
Advertisment
ବିଜେଡି ମୁଖିଆ ନବୀନ ସବୁ ଜାଣିଛନ୍ତି । ତାଙ୍କ କହିବାନୁସାରେ ସାଂସଦମାନେ ବିବେକାନୁମୋଦିତ ଭୋଟ ଦେଇଛନ୍ତି । ସସ୍ମିତ କ୍ରିଷ୍ଟିଆନ କମ୍ୟୁନିଟ ପାଇଁ ବିଲ ସପକ୍ଷରେ ଭୋଟ ଦେଲେ । ମୁନା ଖାଁ ମୁସିଲିମ କମ୍ୟୁନିଟ ପାଇଁ ବିଲ ବିପକ୍ଷରେ ଭୋଟ ଦେଲେ । ପାଣ୍ଡିଆନ ବହୁ ଆଗରୁ ରାଜନୀତିରୁ ସନ୍ୟାସ ଗ୍ରହଣ କରିଛନ୍ତି । ତାଙ୍କ ନାଁକୁ ନେବା ଉଚିତ ନୁହେଁ । ପାଣ୍ଡିଆନଙ୍କ ସପକ୍ଷରେ ବାହାରିଲେ ଜଣକ ପରେ ଜଣେ ସାଂସଦ। ଦଳରେ ଯାହା କିଛି ହୁଏ ଦଳର ମୁଖିଆଙ୍କ ନିର୍ଦ୍ଦେଶରେ ହୁଏ ବୋଲି ସାଂସଦ ସୁବାଶିଷ ଖୁଣ୍ଟିଆ କହିଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us