ବିଜେଡିକୁ ହାଇଜାକ୍ କଲା କଂଗ୍ରେସ
Advertisment
ଦିଶାହୀନ ହୋଇପଡିଛି କି ବିଜେଡି ? ବିଜେଡିର ମୁଖ୍ୟ ବିରୋଧୀଦଳ ଭୂମିକାକୁ ହାଇଜାକ କରିନେଲା କି କଂଗ୍ରେସ ? ବାଟ ନପାଇ କଂଗ୍ରେସକୁ ସପୋର୍ଟ କରିବାକୁ ବାଧ୍ୟ ହୋଇଛି କି ବିଜେଡି ? ବିରୋଧୀଦଳ ନେତାଙ୍କ ବିଧାନସଭାରେ ଦେଖା ନାହିଁ । କଂଗ୍ରେସର ବିଜେଡି ବି ଟିମ ହୋଇଛି କି ?
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us