BJD
Advertisment
ଭୋଟ୍ ପୂର୍ବରୁ ସଭାପତି ଲବି। ୨୪ ନିର୍ବାଚନର ବଡ଼ ବିପର୍ଯ୍ୟୟ ପରେ ବିଜେଡି କରିବାକୁ ଯାଉଛି ସାଂଗଠନିକ ନିର୍ବାଚନ । ଏଥିପାଇଁ ଚାଲେଞ୍ଜ ଯେତିକି, ଗୋଷ୍ଠୀ କନ୍ଦଳ ବି ସେତିକି । ଏହାରି ଭିତରେ 24ରେ ଫେଲ୍ ମାରିଥିବା ଆଗଧାଡ଼ିର ନେତାଙ୍କୁ ନବୀନ ରାଜ୍ୟ କମିଟିରେ ସ୍ଥାନ ଦେବେ ନା ନାହିଁ ତାହା ବଡ଼ ପ୍ରଶ୍ନ। ସେହିପରି ପ୍ରମୁଖ ସଂଗଠନଗୁଡ଼ିକ ଭାଙ୍ଗିବା ପରେ ସଭାପତି ପଦ ପାଇଁ ଲବି ବି ଆରମ୍ଭ ହୋଇଗଲାଣି।..
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us