Odisha Politics
Advertisment
୨୪ ବିପର୍ଯ୍ୟୟ ପରଠୁ ଆଉ କାମ କରୁନି ବିଜେଡି ସୁପ୍ରିମୋ ନବୀନଙ୍କ ଗୋଟି ଚାଳନା। ଦିନେ ଜାତୀୟ ରାଜନୀତିରେ ଦବଦବା ରଖୁଥିଲେ। ଏବେ ଚିତ୍ର କିନ୍ତୁ ପୂରା ଓଲଟା, ଏକରକମ୍ ପ୍ରାସଙ୍ଗିତକା ହରାଇବାର ସ୍ଥିତି। ଆଭିମୁଖ୍ୟ ସ୍ପଷ୍ଟ ନଥିବାରୁ ଦ୍ୱନ୍ଦ୍ୱରେ ବିଜେଡି ନେତା ଓ କର୍ମୀ। ଦଳର ସମଦୂରତା ନୀତି ବି ପ୍ରଶ୍ନ ଘେରରେ। ଏଭଳି ସ୍ଥିତିରେ ବିଜେପି କହିଛି, ବିଜେଡି ଭାଡି ଫାଙ୍କା ହେଇଯିବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us