Advertisment

କୃଷକ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ

ଜଳୁଛି_ରାଜନୀତି_ନିଆଁ ଗତ ୧୭ ତାରିଖର ଏ ହେଉଛି ଭିଜୁଆଲ୍‌ । କୃଷକ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ । ମୋହନଙ୍କ ସହ ସାମିଲ୍‌ ହୋଇଥିଲେ ଅନ୍ୟନ୍ୟା ମନ୍ତ୍ରୀ । କିନ୍ତୁ କାର୍ଯ୍ୟାକ୍ରମକୁ ବଲାଙ୍ଗିର ବିଜେଡି ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କୁ ଡକାଯାଇନଥିଲା । ଏପରିକି ଜିଲ୍ଳା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌରଧ୍ୟକ୍ଷା ଲିକା ସାହୁଙ୍କୁ ମଧ୍ୟ କାର୍ଯ୍ୟାକ୍ରମକୁ ନିମନ୍ତ୍ରଣ କରାଯାଇନଥିଲା ।

Advertisment

ଜଳୁଛି_ରାଜନୀତି_ନିଆଁ
ଗତ ୧୭ ତାରିଖର ଏ ହେଉଛି ଭିଜୁଆଲ୍‌ । କୃଷକ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେଇଥିଲେ । ମୋହନଙ୍କ ସହ ସାମିଲ୍‌ ହୋଇଥିଲେ ଅନ୍ୟନ୍ୟା ମନ୍ତ୍ରୀ । କିନ୍ତୁ କାର୍ଯ୍ୟାକ୍ରମକୁ ବଲାଙ୍ଗିର ବିଜେଡି ବିଧାୟକ କଳିକେଶ ନାରାୟଣ ସିଂଦେଓଙ୍କୁ ଡକାଯାଇନଥିଲା । ଏପରିକି ଜିଲ୍ଳା ପରିଷଦ ଅଧ୍ୟକ୍ଷା ଦେବକୀ ସାହୁ, ପୌରଧ୍ୟକ୍ଷା ଲିକା ସାହୁଙ୍କୁ ମଧ୍ୟ କାର୍ଯ୍ୟାକ୍ରମକୁ ନିମନ୍ତ୍ରଣ କରାଯାଇନଥିଲା ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ