Advertisment

ଶ୍ରୀମୟୀଙ୍କ ଧୃତରାଷ୍ଟ୍ର ନିଶାନା

ବିଜେଡି ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କ ଅନ୍ଧ ଧୃତରାଷ୍ଟ୍ର ନିଶାନାକୁ ନେଇ ଚର୍ଚ୍ଚା। ଦୀର୍ଘଦିନର ନୀରବତା ପରେ ପ୍ରଥମ ଥର ପାଇଁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ପୋଷ୍ଟ କରି ନିଜ ଅସନ୍ତୋଷ ଝାଡିଛନ୍ତି । ଯଦିଓ ସେ ସିଧାସଳଖ କାହା ନାଁ ନେଇ ନାହାନ୍ତି ତେବେ ଅଯୋଗ୍ୟ ରାଜା କହି ସେ ଟାର୍ଗେଟ କରିଛନ୍ତି।

Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ