Raja Chakra Under EOW Radar
ଖୋଲୁଛି ବିଜେଡି ନେତା ସୌମ୍ୟଶଙ୍କର ଓରଫ୍ ରାଜା ଚକ୍ରଙ୍କ ମହାଦୁର୍ନୀତିର ମହାଗୁମର। ଲୋଡିଂ ଏଜେନସି ଜରିଆରେ ତତ୍କାଳୀନ ବିଜେଡି ସରକାର ଓ ପ୍ରଶାସନିକ କଳର ଛତ୍ରଛାୟାରେ କେମିତି ଚଳାଇଥିଲେ ଦୁର୍ନୀତିର ବିରାଟ ସାମ୍ରାଜ୍ୟ, ଓଟିଭି ହାତରେ ଲାଗିଥିବା ଅଡିଟ୍ ରିପୋର୍ଟରୁ ମିଳିଛି ବଡ଼ ସୁରାକ୍।ଖାଲି ଏତିକି ନୁହେଁ, ରାଜାଙ୍କ କଳା ସାମ୍ରାଜ୍ୟରେ କେମିତି ମଧ୍ୟସ୍ଥି ସାଜିଥିଲେ ତତ୍କାଳୀନ କେନ୍ଦୁଝର ଏସପି ଓ ଜିଲ୍ଲାପାଳ, ନୂଆ ଅଭିଯୋଗ ଆସିବା ପରେ ସେମାନଙ୍କୁ ମଧ୍ୟ ତଦନ୍ତ ପରିସରଭୁକ୍ତ ପାଇଁ ଦାବି ଉଠିଛି। ଏସବୁ ଭିତରେ ୯ ଦିନର ଲମ୍ବା ସମୟ ଧରି ଜାରି ରହିଥିବା ଏହି ରେଡ୍ରେ ଆଜି ୩ ଜାଗାରେ ଛାପା ମାରିଛନ୍ତି କ୍ରାଇମବ୍ରାଞ୍ଚ STF ଓ EOW।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us