ଅଦ୍ୟତନ ହୋଇଛି
BJD Internal Revolt: Senior Party Leaders Rise Against VK Pandian\'s Influence
Advertisment
ଆକ୍ରୋଶ, ବିଦ୍ରୋହ, ବିରୋଧ। ପୁଞ୍ଜିଭୂତ ଅସନ୍ତୋଷର ସ୍ବର ଏବେ ତୀବ୍ର ରୂପ ଧାରଣ କଲାଣି ବିଜେଡିରେ। ପାଣ୍ଡିଆନଙ୍କୁ ପାନେ ଦେବାକୁ ବିଜେଡିରେ ଆରମ୍ଭ ହୋଇଛି କଂପନ। ଏକାଠି ହେଲେଣି ଅଭିଜ୍ଞ ଆଉ ପୁରୁଖା ନେତା। ୱାକଫ ବିଲ୍ କୁ ସସ୍ମିତ ପାତ୍ରଙ୍କ ସମର୍ଥନ ପରେ ଦଳ ଭିତରେ ଏବେ ପାଣ୍ଡିଆନ୍ ହଟାଅ ଅଭିଯାନ ଜୋର ଧରିଥିବା ଚର୍ଚ୍ଚା ହେଉଛି।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us