ଅଦ୍ୟତନ ହୋଇଛି
BJD Influence to Be Rooted Out from Odisha SHGs, Restructuring to Be Done on State, District Levels
Advertisment
ସ୍ବୟଂ ସହାୟକ ଗୋଷ୍ଠୀରୁ କଟିଯିବ ବିଜେଡିର ଚେର ! କାରଣ ଏଇ ମାସରୁ ରାଜ୍ୟବ୍ୟାପି SHG ମହିଳା କମିଟିରେ ହେବ ପରିବର୍ତ୍ତନ। ଏଥିପାଇଁ ବଡ଼ ରୋଡମ୍ୟାପ୍ ତିଆରି କରିଛନ୍ତି ମୋହନ ସରକାର। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ପୂର୍ବରୁ ରାଜନୈତିକ ଉଦ୍ଦେଶ୍ୟ ରଖି ଲୋକଙ୍କୁ ଗ୍ରୁପ୍ ସହ ଯୋଡ଼ାଯାଉଥିଲା। ତେଣୁ ଯେଉଁମାନେ ପୂର୍ବରୁ ସଭାପତି ଓ ସମ୍ପାଦକ ରହିଛନ୍ତି, ତାଙ୍କ ସ୍ଥାନରେ ନୂଆ ଲୋକଙ୍କୁ ଭର୍ତ୍ତି କରାଯିବ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us