Byasanagar Chairperson Sangeeta Pingua Ousted in No-Confidence Vote
Advertisment
#ବିଜେଡି_ପୌରାଧ୍ୟକ୍ଷାଙ୍କୁ_ହରାଇଲେ_ବିଜେଡି_କାଉନସିଲର୍
ଅନାସ୍ଥାରେ ହାରିଲେ ବ୍ୟାସନଗର ପୌରାଧ୍ୟକ୍ଷା ସଂଗୀତା ପିଙ୍ଗୁଆ। ବିଜେଡି ପୌରାଧ୍ୟକ୍ଷାଙ୍କୁ ହରାଇଲେ ଖୋଦ୍ ବିଜେଡି କାଉନସିଲର୍। ଅନାସ୍ଥା ଭୋଟରେ ଅଧ୍ୟାକ୍ଷାଙ୍କ ବିରୋଧରେ ପଡ଼ିଲା ୨୦ ଭୋଟ୍। ଅନୁପସ୍ଥିତ ରହିଲେ ୬ କାଉନସିଲର।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us