Advertisment

Odisha Politics: ଚର୍ଚ୍ଚାରେ ବିଜେଡି-ବିଜେପି ନେତାଙ୍କ 'ବନ୍ଧୁ ମିଳନ'

ସୁସ୍ୱାଦୁ ଖାଦ୍ୟ ସାଙ୍ଗକୁ ରହିଛି ସମସ୍ତଙ୍କ ମୁହଁରେ ଭରା ହସ । ବିଜେଡି ବିଜେପି ନେତାଙ୍କ ଏଇ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ । ଚର୍ଚ୍ଚା ବି ଜୋର ଧରିଲାଣି । କିଏ କହୁଛି ଭାଙ୍ଗିଗଲା କି ବିଜେଡି, ପୁଣି କିଏ କହୁଛି ବିଜେପି ସହ ମିଶିଗଲା ବିଜେଡି ।

ଅଦ୍ୟତନ ହୋଇଛି
Advertisment

ଖୁବ୍‌ ମସ୍ତି... ଖୁବ୍‌ ଖୁସି... ସୁସ୍ୱାଦୁ ଖାଦ୍ୟ ସାଙ୍ଗକୁ ରହିଛି ସମସ୍ତଙ୍କ ମୁହଁରେ ଭରା ହସ । ବିଜେଡି ବିଜେପି ନେତାଙ୍କ ଏଇ କିଛି ଫଟୋ ଏବେ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ୍‌ । ଚର୍ଚ୍ଚା ବି ଜୋର ଧରିଲାଣି । କିଏ କହୁଛି ଭାଙ୍ଗିଗଲା କି ବିଜେଡି, ପୁଣି କିଏ କହୁଛି ବିଜେପି ସହ ମିଶିଗଲା ବିଜେଡି । ଏ ସବୁ କଥା ଏ ଫଟୋଗୁଡ଼ିକ କୁଆଡେ ବୟାନ କରୁଛି । ହେଲେ ଓଡ଼ିଶାର ବିଧାନସଭାରେ ଶାସକ ଓ ବିରୋଧୀ ଆସନରେ ବସିଥିବା ଏଇ ଦୁଇ ଦଳର ନେତାମାନେ ଏ ଉତ୍ସବକୁ ଦେଇଛନ୍ତି ବନ୍ଧୁ ମିଳନ । ଆଉ ସେଇଥିପାଇଁ ହୋଇଛି ଏ ଆୟୋଜନ । 

Advertisment
BJD BJP Odisha Politics
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ