Advertisment

ମୁଁ ଜଣେ ଭଲ ପ୍ଲେୟର

‘ମୁଁ ଜଣେ ଭଲ ପ୍ଲେୟର, ତେଣୁ… ’ ମୁଁ ଜଣେ ଭଲ ପ୍ଲେୟର। ସବୁ ଦଳ ଏହା ଜାଣିଛନ୍ତି । ଆଇପିଏଲରେ ଖେଳାଳିଙ୍କ ଡିମାଣ୍ଡ ପରି ମୋର ବି ଖୁବ୍ ଡିମାଣ୍ଡ ରହିଛି। ସବୁ ଦଳ ମୋତେ ନେବାକୁ ଚାହୁଁଛନ୍ତି। ସବୁଦଳ ମୋ’ ଘର। ଭଲ ପ୍ଲେୟାରକୁ ସବୁ ଦଳ ଅଫର କରିବେ । ସବୁ ଦଳ ମୋ’ ଘର। ତେଣୁ ଯେଉଁ ଦଳକୁ ଇଚ୍ଛା କରିବି ଯିବି।’ ଏପରି କହିଛନ୍ତି ବରିଷ୍ଠ ବିଜେଡି ନେତା ଭୁପିନ୍ଦର ସିଂ । ତେଣୁ ସେ ଅନ୍ୟ ଦଳ ପ୍ରତି ଢଳୁଥିବା ଚର୍ଚ୍ଚା ଜୋର ଧରିଛି।

Advertisment

‘ମୁଁ ଜଣେ ଭଲ ପ୍ଲେୟାର, ତେଣୁ… ’
ମୁଁ ଜଣେ ଭଲ ପ୍ଲେୟାର। ସବୁ ଦଳ ଏହା ଜାଣିଛନ୍ତି । ଆଇପିଏଲରେ ଖେଳାଳିଙ୍କ ଡିମାଣ୍ଡ ପରି ମୋର ବି ଖୁବ୍ ଡିମାଣ୍ଡ ରହିଛି। ସବୁ ଦଳ ମୋତେ ନେବାକୁ ଚାହୁଁଛନ୍ତି। ସବୁଦଳ ମୋ’ ଘର। ଭଲ ପ୍ଲେୟାରକୁ ସବୁ ଦଳ ଅଫର କରିବେ । ସବୁ ଦଳ ମୋ’ ଘର।  ତେଣୁ ଯେଉଁ ଦଳକୁ ଇଚ୍ଛା କରିବି ଯିବି।’ ଏପରି କହିଛନ୍ତି ବରିଷ୍ଠ ବିଜେଡି ନେତା ଭୁପିନ୍ଦର ସିଂ । ତେଣୁ ସେ ଅନ୍ୟ ଦଳ ପ୍ରତି ଢଳୁଥିବା ଚର୍ଚ୍ଚା ଜୋର ଧରିଛି। 

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ