Last updated: 12 March 2025, 01:29 PM IST
ଦେଶ ଦେଖିଲା ଓଡ଼ିଶା ବିଧାୟକଙ୍କ ଏ ବ୍ୟବହାର । ବିଧାନସଭାକୁ କରିଦେଲେ କ୍ଲବ ଘର । ଗଣତନ୍ତ୍ର ମନ୍ଦିରରେ ଗଣ୍ଡଗୋଳ । ଜନତାଙ୍କ ପ୍ରତିନିଧି ହେଲେ ବାଡ଼ିଆପିଟା । ଓଡ଼ିଶା ସ୍ୱାର୍ଥ ପଛ, ଆଗ ହେଲା ଏମାନଙ୍କ ଅହଂକାର । କାହାକୁ ଆପଣ କହିବେ ଠିକ୍ ? ଶାସକ ନା ବିରୋଧୀ ? ମନ୍ତ୍ରୀ ନା ବିଧାୟକ ? ନିଜ ଜିଦ୍ରେ ଅଟଳ ସମସ୍ତେ ।