Advertisment

‘ଅପରାଧ କଲେ ତ୍ରାହି ନାହିଁ, ଅପରାଧିଙ୍କୁ ଜେଲ୍ ପଠାଯାଉଛି’

ତ୍ବରିତ ଭାବେ ସରକାର ଆକ୍ସନ ନେଉଛନ୍ତି, କୋର୍ଟ ବିଚାର କରିବ । ବୁଡ଼ି ଯାଉଥିବା ଦଳ କଂଗ୍ରେସ ଟାର୍ଗେଟ୍ କଲେ ସିନା ସାମ୍ନାକୁ ଆସିବ । ଭିତ୍ତିହୀନ ଅଭିଯୋଗ କଲେ ଲାଭ କଣ, ବିଧାନସଭାରେ ଉଠାନ୍ତୁ । ଶୂନ୍ୟକାଳ କିମ୍ବା ମୁଲତବି ନୋଟିସ୍ ଦେଇ ଆଲୋଚନା କରିପାରିବେ ।

Advertisment

ମହିଳା ବିରୋଧୀ ଅପରାଧକୁ ନେଇ ମୁଖ୍ୟମନ୍ତ୍ରୀଙ୍କ ବଡ଼ ବୟାନ । କହିଛନ୍ତି, ଅପରାଧ କଲେ ତ୍ରାହି ନାହିଁ, ଅପରାଧିଙ୍କୁ ଜେଲ୍ ପଠାଯାଉଛି । ଏନେଇ ରାଜ୍ୟ ସରକାର ଶ୍ବେତପତ୍ର ପ୍ରକାଶ କରିବାକୁ ଯାଉଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯେ, ତ୍ବରିତ ଭାବେ ସରକାର ଆକ୍ସନ ନେଉଛନ୍ତି, କୋର୍ଟ ବିଚାର କରିବ । ବୁଡ଼ି ଯାଉଥିବା ଦଳ କଂଗ୍ରେସ ଟାର୍ଗେଟ୍ କଲେ ସିନା ସାମ୍ନାକୁ ଆସିବ । ଭିତ୍ତିହୀନ ଅଭିଯୋଗ କଲେ ଲାଭ କଣ, ବିଧାନସଭାରେ ଉଠାନ୍ତୁ । ଶୂନ୍ୟକାଳ କିମ୍ବା ମୁଲତବି ନୋଟିସ୍ ଦେଇ ଆଲୋଚନା କରିପାରିବେ । ଆମ ସରକାର ଆଲୋଚନା ପାଇଁ ପ୍ରସ୍ତୁତ, ଅଧାରୁ ବନ୍ଦ କରି ପଳାଇବୁନି ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । 

Advertisment
Mohan Majhi
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ