Actor Sritam Das is the BJP's Cuttack mayoral candidate
Advertisment
ହଟିଲା ସସପେନ୍ସ । ବଛା ହେଲେ ଯୋଦ୍ଧା । ଛକାପଞ୍ଝା ମଧ୍ୟରେ ବିଜେପି ଆଜି ସିଏମସି ନିର୍ବାଚନ ଲାଗି ମେୟର୍ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ଅଭିନେତା ଶ୍ରୀତମ୍ ଦାସଙ୍କୁ ବିଜପି କଟକର ମେୟର ପ୍ରାର୍ଥୀ କରିଛି । ଶ୍ରୀତମ ଦାସଙ୍କ ନାଁ ଘୋଷଣା କରିଛନ୍ତି କଟକ ନଗର ବିଜେପି ସଭାପତି । ସିଏମସି ମେୟର ନିର୍ବାଚନ ପାଇଁ ଚିତ୍ର ସ୍ପଷ୍ଟ ହୋଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us