Advertisment

ଭାଲୁ ଡର ଯାଇନି । ଘରୁ ବାହାରିବାକୁ ଲାଗୁଛି ଡର

ବନବିଭାଗ କହୁଛି ଆମେ ପାଟ୍ରୋଲିଂ କରୁଛୁ, ଲୋକଙ୍କୁ ସୁରକ୍ଷା ଦେଉଛୁ ।

Advertisment

ଭାଲୁ ଡର ଯାଇନି । ଘରୁ ବାହାରିବାକୁ ଲାଗୁଛି ଡର । ଆମେ ବାହାରିବୁନି । ଭାଲୁ ଛକିଚି, କାମୁଡ଼ି ଦେବ । ଏମିତି ଘାରିଛି ଭାଲୁ ଭୟ । ଭାଲୁ ଡରରେ ଲୋକେ ଭୟଭୀତ । ଏକା ଘରୁ ବାହାରିବାକୁ ରାଜି ହେଉନାହାନ୍ତି ଲୋକେ । ସେପଟେ ବନବିଭାଗ କହୁଛି ଆମେ ପାଟ୍ରୋଲିଂ କରୁଛୁ, ଲୋକଙ୍କୁ ସୁରକ୍ଷା ଦେଉଛୁ ।

Advertisment
Forest Officials Bear Attack
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ