Video of possessed girls
Advertisment
ଦର୍ଶକ ବନ୍ଧୁ ଏ ଦୃଶ୍ୟ ଆପଣଙ୍କୁ ଟିକିଏ ବିଚଳିତ କରିପାରେ । ଆଉ ଆପଣ ନିହାତି ଭାବୁଥିବେ ଏହି ଦୁଇ ଜଣ ଯୁବତୀଙ୍କ ଏମିତି କ’ଣ ହୋଇଛି । ହଁ ଦର୍ଶକ ବନ୍ଧୁ, ଏ ଚଳନ୍ତା ଟ୍ରେନ୍ର ଦୃଶ୍ୟ... ଏ ଦୁଇ ଜଣ ଯୁବତୀଙ୍କୁ କାଳେ ଭୂତ ଲାଗିଛି । ସେଇଥିପାଇଁ ତ କାଳେ ଏମାନେ ଏପରି ହରକତ କରୁଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us