Elephant Death
Advertisment
ଜଙ୍ଗଲରେ ଖାଦ୍ୟ ଭାବି ବୋମାକୁ ଖାଇଲା। ବିସ୍ଫୋରଣରେ ଜିଭ ଛିଡ଼ିଯିବା ସହ ଗୁରୁତର ଆହତ ହେଲା।୧୫ ଦିନର ଅସହ୍ୟ ଯନ୍ତ୍ରଣାରେ ଛଟପଟ ହେବା ପରେ ଶେଷରେ ଭରତପୁର ଜଙ୍ଗଲରେ ଜୀବନ ହାରିଛି ଦନ୍ତାହାତୀ। ଏବେ ପ୍ରଶ୍ନ ଉଠୁଛି, ଯଦି ରାଜଧାନୀ ଉପକଣ୍ଠରେ ଏଭଳି ଘଟଣା ଘଟୁଛି, ତେବେ ରାଜ୍ୟରେ କେତେ ସୁରକ୍ଷିତ ଗଜରାଜ ?
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us