Advertisment

ଉପାନ୍ତରେ ଅପହଞ୍ଚ ସ୍ୱାସ୍ଥ୍ୟ ସେବା, ପାହାଡ଼ ଚଢ଼ିଲେ ଆସୁଛି ମୋବାଇଲ୍ ନେଟୱର୍କ

ଯାହାକୁ ନେଇ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ସାଲିମାଗୋଚ୍ଛା ଗ୍ରାମବାସୀଙ୍କ ଅସନ୍ତୋଷ ବୃଦ୍ଧି ପାଇଛି...

Advertisment

ସରକାର ଉପାନ୍ତ ଅଞ୍ଚଳର ବିକାଶ ଲାଗି କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ସ୍ୱାସ୍ଥ୍ୟ ସେବାଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ ସେବା ପର୍ଯ୍ୟନ୍ତ ସବୁ କିଛି ଯୋଗାଇଦେଇଥିବା କଥା କହି ଡେଣ୍ଡୁରା ପିଟୁଛନ୍ତି । କିନ୍ତୁ ଆଜି ବି ଗଞ୍ଜାମ ଜିଲ୍ଲାରେ ଥିବା ଉପାନ୍ତ ଅଞ୍ଚଳରେ କୌଣସି ଜରୁରୀକାଳୀନ ସେବା ପହଞ୍ଚି ପାରିନି। ଯାହାକୁ ନେଇ ଗଞ୍ଜାମ ଜିଲ୍ଲା ସୋରଡ଼ା ବ୍ଲକ ସାଲିମାଗୋଚ୍ଛା ଗ୍ରାମବାସୀଙ୍କ ଅସନ୍ତୋଷ ବୃଦ୍ଧି ପାଇଛି...

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ