Nizam
Advertisment
ରାଜା ମହାରାଜଙ୍କ କଥା ଉଠିଲେ କେ।ଟି କେ।ଟି ଟଙ୍କାର ସଂପତ୍ତି, ହୀରା ମେ।ତି ମାଣିକ ଆଖି ସାମନାକୁ ଚାଲିଆସେ । ଭାରତର ପ୍ରଥମ ଅରବପତି ରାଜା କିନ୍ତୁ ନିଜର କୃପଣତା ପାଇଁ ବଦନାମ ଥିଲେ । କଞ୍ଜୁସ ଏମିତି ଥିଲେ କି ଲେ।କ ଛାଡିଯାଇଥିବା ଅଇଁଠା ସିଗାରେଟ ବି ପିଇଦିଅନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us