Last updated: 23 October 2022, 10:13 PM IST
ଗୁଜରାଟ ମୋଢେରା ଭଳି ସୋଲାର ସହରରେ ପରିଣତ ହେବ କୋଣାର୍କ ଏନଏସି । ସୂର୍ଯ୍ୟମନ୍ଦିର ସମେତ ପୂରା ଅଞ୍ଚଳ ସୌରଶକ୍ତି ଦ୍ୱାରା ହିଁ ଆଲୋକିତ ହେବ । ଟ୍ୱିଟ୍ କରି ଏହି ସୂଚନା ଦେଇଛି ଗ୍ରୀଡ୍ କର୍ପୋରେସନ୍ ଅଫ୍ ଓଡ଼ିଶା ବା ଗ୍ରୀଡ୍କୋ । ଏଥିଲାଗି କଳାହାଣ୍ଡି ଜୁନାଗଡ଼ ବ୍ଲକ୍ ତେନ୍ତୁଳିପଦାରେ ପ୍ରତିଷ୍ଠା ହେବ ୧୦ ମେଗାୱାଟ୍ର ସୌର ପ୍ରକଳ୍ପ ।