beware traffic norm violators
Advertisment
ରାସ୍ତାରେ ବେଆଇନ ଭାବେ ଗାଡ଼ି ଚଲାଉଥିଲେ ସାବଧାନ। କାରଣ ଆସନ୍ତା ଅଗଷ୍ଟ ପହିଲାରୁ ଗାଡ଼ିର ସମସ୍ତ କାଗଜ ପତ୍ର ଯାଞ୍ଚକୁ ଜୋରଦାର କରିବାକୁ ଯାଉଛି ପରିବହନ ବିଭାଗ। ସୂଚନା ଅନୁସାରେ ରାଜ୍ୟରେ ଏବେ ପ୍ରାୟ ୨୫ ଲକ୍ଷ ଗାଡ଼ି ବିନା ଇନ୍ସୁରାନ୍ସରେ ଗଡୁଥିବା ବେଳେ ପାଖାପାଖି ୭ ଲକ୍ଷ ଗାଡ଼ି ବିନା ପଲ୍ୟୁସନ ସାର୍ଟିଫିକେଟରେ ଚାଲିଛି। ଏଭଳି ଅମାନିଆଙ୍କୁ ଧରିବା ଲାଗି ଆସନ୍ତା ୧ ତାରିଖରୁ ପୁଣି ଥରେ ଚେକିଂ ଅଭିଯାନ ଯୋରଦାର କରିବାକୁ ନିଷ୍ପତ୍ତି ନେଇଛି ପରିବହନ ବିଭାଗ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us