Snake Island
Advertisment
ପୃଥିବୀରେ ଏଭଳି ଏକ ଜାଗା ଅଛି ଯେଉଁଠି ସାପଙ୍କ ରାଜୁତି ଚାଲେ । ଏଠି ପ୍ରତି ଏକ ବର୍ଗ ମିଟର ଅଞ୍ଚଳରେ ମିଳିବେ ୫ଟି ନାଗ ସାପ । ବ୍ରାଜିଲର ସମୁଦ୍ର ତଟରୁ କିଛି ଦୂରତାରେ ରହିଛି ସ୍ନେକ୍ ଆଇଲାଣ୍ଡ । ଏଠି ଯୁଆଡେ ଚାହିଁବେ କେବଳ ସାପ ହିଁ ସାପ ଦେଖିବେ ।