Advertisment

ଦୁଃଖି ଦୁଇ କଣ୍ଢେଇ

ପିଲା ଦି’ଟାଙ୍କୁ ଅନାଥ କରି ୪ ବର୍ଷ ତଳେ ମା’ ଚାଲିଗଲା। ମା’ ପଣତ ମଥାରୁ ଉଠିଗଲା ପରେ ବାପା ସୁଖକୁ ଭରସିଥିଲେ ଦିହେଁ। ହେଲେ ନିଷ୍ଠୁର ଦଇବ ଗଲା କିଛି ଦିନ ତଳେ ବାପାଙ୍କୁ ବି ଛଡାଇ ନେଲା।

Advertisment

ପିଲା ଦି’ଟାଙ୍କୁ ଅନାଥ କରି ୪ ବର୍ଷ ତଳେ ମା’ ଚାଲିଗଲା। ମା’ ପଣତ ମଥାରୁ ଉଠିଗଲା ପରେ ବାପା ସୁଖକୁ ଭରସିଥିଲେ ଦିହେଁ। ହେଲେ ନିଷ୍ଠୁର ଦଇବ ଗଲା କିଛି ଦିନ ତଳେ ବାପାଙ୍କୁ ବି ଛଡାଇ ନେଲା। ଏବେ ସ୍ମୃତି କହିଲେ କେବଳ ବାପାଙ୍କ ଏଇ ଫଟୋ ଖଣ୍ଡକ। ଦି‘ ଭଉଣୀ ଯାକ ଏଇ ଫଟୋକୁ ଗେଲ କରନ୍ତି, ବାପାଙ୍କୁ ମନେ ପକାନ୍ତି। ଦିହେଁ ଯାକ ଜାଣିଲା ଶୁଣିଲା ବୟସର ହେଲେଣି ପରା। ଦିନେ ଅଧେ ବାପାଙ୍କ ଫଟୋ ଦେଖିଲା ବେଳେ ଅଜାଣତରେ ତାଙ୍କ ଲୁହ ବାପାଙ୍କ ଫଟୋକୁ ଓଦା କରେ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ