Advertisment

‘ତ୍ୱରିତ ନ୍ୟାୟ ଦେଇ ସାରା ଦେଶରେ ଉଦାହରଣ ସାଜୁ ଓଡ଼ିଶା ହାଇକୋର୍ଟ’

ଏହି ମର୍ମରେ ମହାତ୍ମା ଗାନ୍ଧିଙ୍କ ବହୁ ଚର୍ଚ୍ଚିତ ଟାଲିସମ୍ୟାନ୍ ଉକ୍ତିକୁ ଉଦ୍ଧାର କରିଛନ୍ତି ରାଷ୍ଟ୍ରପତି।

Advertisment

ତ୍ୱରିତ ନ୍ୟାୟ ଦେଇ ସାରା ଦେଶରେ ଉଦାହରଣ ସାଜୁ ଓଡ଼ିଶା ହାଇକୋର୍ଟ। କଟକ ଇଣ୍ଡୋର ଷ୍ଟାଡିୟମରେ ଓଡ଼ିଶା ଉଚ୍ଚ ନ୍ୟାୟାଳୟର 75ତମ ବର୍ଷ ପୂର୍ତ୍ତି ସମାରୋହରେ ଯୋଗ ଦେଇ ଏଭଳି ଆହ୍ବାନ ଦେଇଛନ୍ତି ରାଷ୍ଟ୍ରପତି ଦ୍ରୋପଦୀ ମୁର୍ମୁ। ବିଳମ୍ବିତ ନ୍ୟାୟ ସଂପର୍କରେ ନିଜ ଉଦବେଗକୁ ଦୋହରାଇବା ସହ ସମାଜର ବଞ୍ଚିତ ବର୍ଗ ପାଖରେ କିଭଳି ସୁବିଧାରେ ନ୍ୟାୟ ପହଞ୍ଚି ପାରିବ, ତା ଉପରେ ଗୁରୁତ୍ବ ଦେବାକୁ ପରାମର୍ଶ ଦେଇଛନ୍ତି।  ଏହି ମର୍ମରେ ମହାତ୍ମା ଗାନ୍ଧିଙ୍କ ବହୁ ଚର୍ଚ୍ଚିତ ଟାଲିସମ୍ୟାନ୍ ଉକ୍ତିକୁ ଉଦ୍ଧାର କରିଛନ୍ତି ରାଷ୍ଟ୍ରପତି।

Advertisment
President Droupadi Murmu
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ