କଟକରେ 'ରାଷ୍ଟ୍ରପତି' କ୍ରେଜ୍ । ହଜାରେ ବର୍ଷର ସହରରେ ହଜାର ଗୁଣା ଉତ୍ସାହ । ଟିକିଏ ଝଲକ ପାଇବାକୁ ବର୍ଷାସତ୍ତ୍ୱେ ପ୍ରବଳ ଭିଡ଼ । କଟକ ଚଣ୍ଡୀଙ୍କ ଦର୍ଶନ କରି ଆଶିଷ ନେଲେ ଦ୍ରୌପଦୀ ମୁର୍ମୁ । ମଧୁବାବୁ ଓ ନେତାଜୀଙ୍କୁ ରାଷ୍ଟ୍ରପତିଙ୍କ ଶ୍ରଦ୍ଧାଞ୍ଜଳି ।  କାରକେଡ୍ ରୋକି ପିଲାଙ୍କୁ ବାଣ୍ଟିଲେ ଚକଲେଟ୍ ।