By: Satyendu Shekher Mishra
Last updated: 24 August 2023, 09:03 PM IST
ରାଜଧାନୀରୁ ଗାଁ ଗଣ୍ଡା, ସବୁଠି କାୟା ମେଲାଇଛି ଡେଙ୍ଗୁ । ସାରା ରାଜ୍ୟରେ ୨୭ଶହ ଉପରେ ଆକ୍ରାନ୍ତ । କେବଳ ଭୁବନେଶ୍ବରରେ ଦୈନିକ ୮୦ ନୂଆ ପଜିଟିଭ୍ । କ୍ୟାପିଟାଲ ହସ୍ପିଟାଲରେ ଟେଷ୍ଟିଂ ପାଇଁ ଘଣ୍ଟା ଘଣ୍ଟା ଲାଇନ୍ ।