Advertisment

ଟାଟା ପାଓ୍ୱାରକୁ ଓଇଆରସିଙ୍କ କଡ଼ା ତାଗିଦ୍ । ପାୱାର କଟ୍ ସମସ୍ୟା ଆସନ୍ତାବର୍ଷକୁ ନରହୁ

ନିର୍ଦ୍ଦାରିତ ସମୟ ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment

ଟାଟା ପାଓ୍ୱାରକୁ ଓଇଆରସିଙ୍କ କଡ଼ା ତାଗିଦ୍ । ଏଥରର ପାୱାର କଟ୍ ସମସ୍ୟା ଆସନ୍ତାବର୍ଷକୁ ନରହୁ । ସମୟସୀମା ଭିତରେ ସରୁ ଟାସ୍କ ଓ ଭିତ୍ତିଭୂମିରେ ସୁଧାର କାମ । ବାର୍ଷିକ କାର୍ଯ୍ୟଦକ୍ଷତାର ସମୀକ୍ଷା ବେଳେ ଆଜି ଟାଟ ପାଓ୍ୱାରକୁ ଏମିତି କଡ଼ା ନିର୍ଦ୍ଦେଶ ଦେଇଛନ୍ତି ଓଇଆରସି ବା ବିଦ୍ୟୁତ ନିୟାମକ ଆୟୋଗ। ନିର୍ଦ୍ଦାରିତ ସମୟ ମଧ୍ୟରେ କାମ ସାରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Advertisment
TATA Power Power Cut
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ