Bahanaga Train Tragedy
Advertisment
ରୋକାଯାଇ ପାରିଥାନ୍ତା ସାରା ବିଶ୍ୱକୁ ଦୋହଲାଇ ଦେଇଥିବା ବାହାନଗା ଦୁର୍ଘଟଣାକୁ । ଟାଳି ଦିଆଯାଇ ପାରିଥାନ୍ତା ଟ୍ରେନ୍ ଟ୍ରାଜେଡିକୁ। କିନ୍ତୁ ଦୁର୍ଭାଗ୍ୟ, କିଛି କର୍ମଚାରୀଙ୍କ ଦାୟିତ୍ୱହୀନତା ପାଇଁ ଚାଲିଗଲା ୨୯୩ ଯାତ୍ରୀଙ୍କ ଜୀବନ। ଏବେ କେବଳ ଚାଲିଛି, ଅଭିଯୁକ୍ତ କର୍ମଚାରୀଙ୍କ ବିରୋଧରେ ପ୍ରମାଣ ଖୋଜା। ଜଣଙ୍କ ପରେ ଜଣଙ୍କ ବିରୋଧରେ ହେଉଛି ବିଭାଗୀୟ କାର୍ଯ୍ୟାନୁଷ୍ଠାନ। ୭ ଜଣ କର୍ମଚାରୀଙ୍କୁ ଚାକିରିରୁ କରାଯାଇଛି ସସପେଣ୍ଡ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us