Doctor Attendance
Advertisment
ଦୀର୍ଘ ବର୍ଷ ପରେ ଚେତିଲେ ସରକାର । ଡାକ୍ତର ଓ ନର୍ସଙ୍କ ଡ୍ୟୁଟିକୁ ଜଗିବ ବାୟୋମେଟ୍ରିକ୍ ବ୍ୟବସ୍ଥା । ପାରାମେଡିକାଲ ଷ୍ଟାଫ୍ ଓ ଅନ୍ୟ କର୍ମଚାରୀଙ୍କ ଉପରେ ବି ରହିବ ତୀକ୍ଷ୍ନ ନଜର । ଏଥିପାଇଁ ସରକାର ଆଣିବାକୁ ଯାଉଛନ୍ତି ବାୟୋମେଟ୍ରିକ୍ ଆଟେଣ୍ଡାଣ୍ଟ ସିଷ୍ଟମ୍ । ଡ୍ୟୁଟିକୁ ନ ଆସି ଆଉ ଠକି ପାରିବେନି ଡାକ୍ତର, ନର୍ସ ଓ ପାରାମେଡିକାଲ ଷ୍ଟାଫ୍ । ଉପାନ୍ତ ଅଞ୍ଚଳର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ହେଉ କି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଅଥବା ସରକାରୀ ମେଡିକାଲ କଲେଜ, ସବୁଠି ଲାଗିବ ବାୟୋମେଟ୍ରିକ୍ ମେସିନ୍ ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us