Advertisment

ରାଜ୍ୟପାଳଙ୍କ ଦରବାରରେ ଏଥର ଚାଷୀ ସମସ୍ୟା

ଶୀତୁଆ ରାତିରେ ଉଜାଗର ହୋଇ ଧାନକୁ ଜଗି ବସୁଛି ଚାଷୀ ।

Advertisment

ରାଜ୍ୟପାଳଙ୍କ ଦରବାରରେ ଏଥର ଚାଷୀ ସମସ୍ୟା । ଚଷା ପୁଅ ବଖାଣିଲା ଧାନ ସଂଗ୍ରହର ଅବ୍ୟବସ୍ଥା । କିଭଳି ଧାନର ଅଭାବୀ ବିକ୍ରି ହେଉଛି ସେନେଇ ରାଜ୍ୟପାଳଙ୍କୁ ଅବଗତ କଲା ଚାଷୀ । ଧାନର ଅଭାବୀ ବିକ୍ରି ଆଦୌ ହେଉ ନଥିବା କହି ଦମ୍ଭୋକ୍ତି ପ୍ରକାଶ କରୁଥିବା ରାଜ୍ୟ ସରକାରଙ୍କ ଅସଲ ଚିତ୍ର ପଦାରେ ପଡିଛି । ସେପଟେ ଶୀତୁଆ ରାତିରେ ଉଜାଗର ହୋଇ ଧାନକୁ ଜଗି ବସୁଛି ଚାଷୀ ।

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ