Dhana Mandi
Advertisment
ମଣ୍ଡିରେ ମହାଦୁର୍ନୀତି ଅଭିଯୋଗ । କେଉଁଠି ଓଜନରେ ସିଧା ଠକେଇରେ ତ କେଉଁଠି କଟନି ଛଟନି। ତ୍ରାହି ତ୍ରାହି ଡାକିଲେଣି କଳାହାଣ୍ଡିର ଧାନ ଚାଷୀ । ସମାନ ଧାନବସ୍ତା ଗୋଟିଏ ମେସିନରେ ୪୨କେଜି ଓଜନ ଥିବାବେଳେ ମଣ୍ଡିରେ ବ୍ୟବହୃତ ମେସିନରେ ଓଜନ ପ୍ରାୟ ଅଢ଼େଇ କେଜି କମିଯାଉଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us