Sambalpur Riots
Advertisment
ହନୁମାନ ଜୟନ୍ତୀ ଶୋଭାଯାତ୍ରାବେଳେ ହିଂସା ମାମଲା । ହିଂସା ପରଠୁ ସମ୍ବଲପୁର ସହରରେ ଚାପା ଉତ୍ତେଜନା । ମୋତିଝରଣ ସମେତ ବିଭିନ୍ନ ସ୍ଥାନରେ ୧୪୪ ଧାରା । ସମ୍ବଲପୁର ସହରରେ ଫ୍ଲାଗମାର୍ଚ୍ଚ କଲା ପୋଲିସ । ୨ ଦିନ ଯାଏଁ ସମ୍ବଲପୁରରେ ଇଣ୍ଟରନେଟ୍ ସେବା ବନ୍ଦ । ଆଇନଶୃଙ୍ଖଳା ସ୍ଥିତିକୁ ନେଇ ବର୍ଷିଲା ବିଜେପି । ରାଜ୍ୟ ସରକାରଙ୍କୁ ଧର୍ମେନ୍ଦ୍ର ଓ ବୈଜୟନ୍ତଙ୍କ ନିଶାନା ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us