Advertisment

ଶିବ ମନ୍ଦିରରେ ଗଂଜେଇ ମନା, ଆଉ ଚଳିବନି ଭୋଗ ନାଁରେ ବାହାନା

ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ସେବାୟତଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଛି।

Advertisment

ଶିବ ମନ୍ଦିରରେ ଗଂଜେଇ ମନା । ଆଉ ଚଳିବନି ଭୋଗ ନାଁରେ ବାହାନା । ରାଜ୍ୟର ସବୁ ଶୈବ ପୀଠରେ ଗଂଜେଇ ବ୍ୟାନ। ଅନନ୍ତ ବଳିଆ ଟ୍ରଷ୍ଟର ଅନୁରୋଧକୁ ଯଥାର୍ଥ ମନେ କରି ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି ରାଜ୍ୟ ସରକାର। ଏହାର ଅନୁପାଳନ ପାଇଁ କଲେକ୍ଟର ଓ ଏସ୍‌ପି ମାନଙ୍କୁ ଚିଠି ଲେଖି ଅବଗତ କରିଛି ସଂସ୍କୃତି ବିଭାଗ। ତେବେ ସରକାରଙ୍କ ଏଭଳି ନିଷ୍ପତ୍ତିକୁ ନେଇ ସେବାୟତଙ୍କ ମଧ୍ୟରେ ଭିନ୍ନ ମତ ପ୍ରକାଶ ପାଇଛି।

Advertisment
Lord Shiva
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ