Advertisment

ହାତୀଙ୍କ ଅଭୟାରଣ୍ୟ କୁଲଡିହାରେ ହାତୀ ମଡ଼କ

ଗଲା କିଛି ଦିନ ଧରି ଚିକିତ୍ସାଧୀନ ଥିବା ଅନ୍ୟ ଏକ ମାଈ ହାତୀ ବି ଗତକାଲି ଆଖି ବୁଜିଛି ।

Advertisment

ହାତୀଙ୍କ ଅଭୟାରଣ୍ୟ କୁଲଡିହାରେ ହାତୀ ମଡ଼କ। ବର୍ଷକ ଭିତରେ ଆଖି ବୁଜିଲେଣି ଛଅଟି ହାତୀ । କାରଣ ଯାହା ହୋଇଥାଉନା କାହିଁକି, ପ୍ରାୟ ୧୦୦ଟି ହାତୀଙ୍କ ଆବାସସ୍ଥଳୀ କୁହଯାଉଥିବା ବାଲେଶ୍ୱର କୁଲଡିହା ଅଭୟାରଣ୍ୟ ଯେ ହାତୀଙ୍କ ପାଇଁ ଆଦୌ ନିରାପଦ ନିର୍ଭୟସ୍ଥଳୀ ନୁହେଁ, ସେ ଧାରଣା ବଢ଼ୁଛି । କୁଲଡିହାର ଖୁମକୁଟ୍ ନିକଟରେ ଆଜି ଦିନରେ ବି ଗୋଟିଏ ଦନ୍ତା ଅସୁସ୍ଥ ହୋଇ ଜୀବନ ସହ ସଂଘର୍ଷ କରୁଛି । ସେହିଭଳି ଗଲା କିଛି ଦିନ ଧରି ଚିକିତ୍ସାଧୀନ ଥିବା ଅନ୍ୟ ଏକ ମାଈ ହାତୀ ବି ଗତକାଲି ଆଖି ବୁଜିଛି ।

Advertisment
Elephant
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ